Audio

Forum

Read

Contests

Language


Write

Sign in
Wohoo!,
Dear user,
ବିଚିତ୍ର ମହାଭାରତ
ବିଚିତ୍ର ମହାଭାରତ
★★★★★

© Sandhya Rani Panigrahy

Others ବିଚିତ୍ର

1 Minutes   6.4K    8


Content Ranking

ଜଳୁଥାଉ ଅଗ୍ନି ପ୍ରଖର ପ୍ରଜ୍ଜ୍ଵଳିତ

ଏଥିରୁ ସୃଷ୍ଟି ହେଉ ଏକ ମହାଭାରତ ବିଚିତ୍ର

ଏ ଏମିତି ଜଳିବା ଦରକାର

ଉପଶମ ନ ହେଉ ଛିଟା ଏ ସମ୍ପର୍କର

ଦୌପଦୀର ଦୀପ୍ତି ଯୌବନର ସତୀତ୍ବରୁ

କୌରବର ଶହେ ଛିଡା ହେବା ବି ନଜରକୁ 

ମୋ ପଟରେ କମ୍ ହେଉ ପଛକେ 

ଦୁଇ ତିନି ପାଞ୍ଚଟି ସତ ଏ ସତ୍ୟ ପଟରେ

ଜିଣିବାକୁ ଇଚ୍ଛା ଯଦି ଏ ମହୀରେ

ଏକ ଅନନ୍ୟ ମହାଭାରତ ପରିଚୟ ସୃଷ୍ଟିରେ

ମୁଁ ମୋର ଏକ ବିଚିତ୍ର ଆକାଶ ରଚିବି

ନୀରବ ନୀଳବର୍ଣ୍ଣର ରଙ୍ଗ ଭରିବି

ଏ ଖୋଲା କେଶର ନ ବାନ୍ଧିବି କବରୀ 

କ୍ଷଣ କ୍ଷଣ ଚେତେଇବା ଏ ମହୀରେ ଅରି

ଅପମାନର ପୁନରାବୃତ୍ତି ନ ହେଉ ପୁନର୍ବାର 

ଏ ଆକାଶର ବିଚିତ୍ର ବୈଭବ ଜିଇଁରହୁ ଏଥର...।

ମହାଭାରତ ନୀଳବର୍ଣ୍ଣର ବିଚିତ୍ର

Rate the content


Originality
Flow
Language
Cover design

Comments

Post


Some text some message..