Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sandhya Rani Panigrahy

Others ବିଚିତ୍ର

2  

Sandhya Rani Panigrahy

Others ବିଚିତ୍ର

ବିଚିତ୍ର ମହାଭାରତ

ବିଚିତ୍ର ମହାଭାରତ

1 min
6.6K


ଜଳୁଥାଉ ଅଗ୍ନି ପ୍ରଖର ପ୍ରଜ୍ଜ୍ଵଳିତ

ଏଥିରୁ ସୃଷ୍ଟି ହେଉ ଏକ ମହାଭାରତ ବିଚିତ୍ର

ଏ ଏମିତି ଜଳିବା ଦରକାର

ଉପଶମ ନ ହେଉ ଛିଟା ଏ ସମ୍ପର୍କର

ଦୌପଦୀର ଦୀପ୍ତି ଯୌବନର ସତୀତ୍ବରୁ

କୌରବର ଶହେ ଛିଡା ହେବା ବି ନଜରକୁ 

ମୋ ପଟରେ କମ୍ ହେଉ ପଛକେ 

ଦୁଇ ତିନି ପାଞ୍ଚଟି ସତ ଏ ସତ୍ୟ ପଟରେ

ଜିଣିବାକୁ ଇଚ୍ଛା ଯଦି ଏ ମହୀରେ

ଏକ ଅନନ୍ୟ ମହାଭାରତ ପରିଚୟ ସୃଷ୍ଟିରେ

ମୁଁ ମୋର ଏକ ବିଚିତ୍ର ଆକାଶ ରଚିବି

ନୀରବ ନୀଳବର୍ଣ୍ଣର ରଙ୍ଗ ଭରିବି

ଏ ଖୋଲା କେଶର ନ ବାନ୍ଧିବି କବରୀ 

କ୍ଷଣ କ୍ଷଣ ଚେତେଇବା ଏ ମହୀରେ ଅରି

ଅପମାନର ପୁନରାବୃତ୍ତି ନ ହେଉ ପୁନର୍ବାର 

ଏ ଆକାଶର ବିଚିତ୍ର ବୈଭବ ଜିଇଁରହୁ ଏଥର...।


Rate this content
Log in