Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

କାମନା ର ଘୋଡା ଦୌଡ ।

କାମନା ର ଘୋଡା ଦୌଡ ।

1 min
6.8K


କାମନା ର ଘୋଡା ଦୌଡ ।

କେତେ ବଞ୍ଚିବ ! ନିଜ ପାଇଁ , ଥରେ ବଞ୍ଚି ଦେଖ ପର ପାଇଁ, କିଏ ? ନିଜର, ସମସ୍ତେ ତ କରି ଚାଲିଛନ୍ତି ନାଟକ ! ଗୁଡ଼ ପିମ୍ପୁଡ଼ିର ଖେଳ ଅତିକା ଭର୍ତି ଥିବା ପର୍ଯ୍ୟନ୍ତ ସବୁ ବୁଝୁଥିବେ , ସରିଲେ ଖେଳ ଶେଷ , ମଵ ର ମଣିଷ ଏକା ନିଜର, ହୃଦୟର ସମ୍ପର୍କ ତ ଢେର ଭଲ,, ଯଦି ଯୋଡି ଅଢ଼େଇଅକ୍ଷର ସହ ଦେଖ ଭକ୍ତି ଓ ସମର୍ପଣ, ପଥତ ବି ଲାଗେ ଦେବତା ସମ, ଆଶା ଅସୁମାରୀ, ଇଛାମାନେ ଏଠି ନିତି କରନ୍ତି, ବଳତ୍କାର, ଲକ୍ଷ୍ୟଭ୍ରଷ୍ଟ ସହଚର, ସହଚାରି, ଅଙ୍କାବଙ୍କା କଣ୍ଟକିତ ପଥ, ପ୍ରତି ମୋଦରେ ଏକ ପ୍ରତାରକ, କିଏ ? ପ୍ରତାରକ ଆଉ କିଏ ପ୍ରତାରଣାର ହେଉଛି ଶିକାର , କାହାକୁ ମିଳୁଛି ଛପର ଫାଡ଼ି ଆଉ କାହାକୁ କିଛି ନାହିଁ ସତ୍ୟ ଓ ଅହିଂସା ହଜିଗଲେ ଶୃଗାଳ ର ଅଙ୍ଗୁରପେନ୍ଥା ଖାଇବା ଲୋଭର ବିବସତା ଭିତରେ, ଆସିମତା ଭିତରେ ନିଜ ସୀମା ନିର୍ଧାରଣ କରୁ କରୁ ମଣିଷ ଜୀବନ ଏଠି ହେଲାଣି ନିଅନ୍ତ , କାମନା ର ବିନାଶ ରେ ଦୁଖଃ ର ବିନାଶ ବାଣି ଭୁଲିତ ଗଲେଣି ସବୁ ଜୀବନ ତ ଖାଲି ଏଠି କାମନା ର ଘୋଡା ଦୌଡ , କାମନା ର ଘୋଡା ଦୌଡ ।

ରାମ ବିଶୋଇ ,(କାଶ୍ୟପ) , ରାମେଶ୍ବର,,ତାମିଲନାଡୁ , ତା-୧୬-୦୬-୧୬ ସମୟ-ଦିବା-୨୦-୪୮ ମିନିଟ ।

 
 


Rate this content
Log in