ଦୁନିଆର ରଙ୍ଗ
ଦୁନିଆର ରଙ୍ଗ
1 min
1.5K
ହସିଲେ ଦୁନିଆ ହସିବ,
କାନ୍ଦିଲେ ଆହୁରି କନ୍ଦେଇବ,
ଦୁଃଖ କହିଲେ ଦୁଃଖ ବଢ଼ିବ, ଅସୁବିଧା କହିଲେ,
ଅସୁବିଧାରେ ପକେଇବ ¡¡
ବିଶ୍ୱାସ କଲେ ଧୋକା ମିଳିବ ¡¡
(© ଧରିତ୍ରୀ )