Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ମହା ସୁଖୀ

ମହା ସୁଖୀ

1 min
7.1K


ସୁଖ ପାଇବାକୁ

ସମସ୍ତେ ଚାହାନ୍ତି

ସୁଖ ଖୋଜିବାରେ

ରାହା ତାଙ୍କୁ ଜଣା ନାହିଁ ।

ଅଳପ ଦୁଃଖ ବି

ସାଉଁଟି ନେବାକୁ

ଛୋଟ ମନଟିଏ

ତାଙ୍କ ପାଶେ ଜମା ନାହିଁ ।

ସୁଖ ଦୁଃଖ ଭରା

ଆମ ଏ ସଂସାର

ଦୁଃଖ ବିନା ସୁଖ

କାହାରି ଭାଗ୍ୟେ ଯୁଟେ ନା।

ନିଜର ସୁଖକୁ

ପରକୁ ବାଣ୍ଟିଲେ

ସିଏ ମହା ସୁଖୀ

ତା'ପାଖେ ଦୁଃଖ ପଶେ ନା ।


Rate this content
Log in