Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

❀✿ ସବୁ ଜାଣି ଶୁଣି ✿❀

❀✿ ସବୁ ଜାଣି ଶୁଣି ✿❀

1 min
6.7K


❀✿ ସବୁ ଜାଣି ଶୁଣି ✿❀

ନା ରୂପ ନା ରଙ୍ଗ
ନା ଗୁଣ ନା ଗ୍ରାମ
ନା ଧନ ନା ଜନ
ନା ଶାନ୍ତ ନା ଶୁଦ୍ଧ
କିଛିରେ ମୁଁ ସରି ନୁହଁ ତୁମର  ,

ତଥାପି ବି
ଭଲପାଅ ପ୍ରିୟା
କୁହ ମୋ ହୃଦୟଟା ଖୁବ୍ ପରିଷ୍କାର ।

ସତ଼କଥା ଏୟା ତ଼ -
ନା ହୃଦୟ - ଫୃଦୟ
ନା ପରିଷ୍କାର - ଫରିଷ୍କାର
ମୋ ପ୍ରେମ ଆଗେ -
ଫିକା ଆଉ ସଭିଙ୍କର ।।

ନା ରୂପ ନା ରଂଗ .....
.....ସରି ନୁହଁ ତୁମର
ସବୁ ଜାଣି - ଶୁଣି -
ଏମିତି ଭଲ ପାଉଥାଅ ପ୍ରିୟା ମୋର ।।

- ଅମିୟ ❀❀❀❀❀❀❀❀✿


Rate this content
Log in