Audio

Forum

Read

Contests

Language


Write

Sign in
Wohoo!,
Dear user,
☀☀ ଜାଣିଛ ! ☀☀
☀☀ ଜାଣିଛ ! ☀☀
★★★★★

© Amiya Bej

Others

1 Minutes   13.6K    2


Content Ranking

☀☀ ଜାଣିଛ ! ☀☀
ଜାଣିଛ !
ଏ ଯେଉଁ ଶୀତୁଆ ସଂଜ ରେ ...
ସବୁ ଫେରିଲେଣି -
ପକ୍ଷୀ ବାନ୍ଧିଥିବା ନୀଡ଼କୁ , 
ଗୋଠ ଗାଈ ଗୁହାଳକୁ ,
କଅଁଳା ତା ମା କୋଳକୁ ,
ପ୍ରେମ ସବୁ ଆଲିଙ୍ଗନକୁ ।
ଯାହା କିନ୍ତୁ ଏଯାଏଁ ଫେରିନି ,
(ଫେରିନି କ'ଣ ? ତୁମେ ଫେରାଇନ!)
ମୋ ବିଶ୍ୱସ୍ତ ହୃଦୟ ...
ତା' ଛାତି କୋରଡ଼କୁ ।।।।

☀☀☀ ଅମିୟ ବେଜ୍ ☀☀☀

☀☀ ଜାଣିଛ ! ☀☀

Rate the content


Originality
Flow
Language
Cover design

Comments

Post


Some text some message..