Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

☀☀ ଜାଣିଛ ! ☀☀

☀☀ ଜାଣିଛ ! ☀☀

1 min
13.7K


☀☀ ଜାଣିଛ ! ☀☀
ଜାଣିଛ !
ଏ ଯେଉଁ ଶୀତୁଆ ସଂଜ ରେ ...
ସବୁ ଫେରିଲେଣି -
ପକ୍ଷୀ ବାନ୍ଧିଥିବା ନୀଡ଼କୁ , 
ଗୋଠ ଗାଈ ଗୁହାଳକୁ ,
କଅଁଳା ତା ମା କୋଳକୁ ,
ପ୍ରେମ ସବୁ ଆଲିଙ୍ଗନକୁ ।
ଯାହା କିନ୍ତୁ ଏଯାଏଁ ଫେରିନି ,
(ଫେରିନି କ'ଣ ? ତୁମେ ଫେରାଇନ!)
ମୋ ବିଶ୍ୱସ୍ତ ହୃଦୟ ...
ତା' ଛାତି କୋରଡ଼କୁ ।।।।

☀☀☀ ଅମିୟ ବେଜ୍ ☀☀☀


Rate this content
Log in