Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijayalaxmi Acharya

Romance

2  

Bijayalaxmi Acharya

Romance

ପ୍ରୀତି ଚୁମ୍ବନ

ପ୍ରୀତି ଚୁମ୍ବନ

1 min
6.9K


ହଜାରେ ଫଗୁଣ

ଯାଇଛି ମୋ ବାଟେ

ଛୁଇନି କେବେ ମୋ ଦେହ।।

ତୁ ଆସିଲୁ ଜେବେଠୁ ମନକୁ ମୋ ଛୁଇଁ

ପ୍ରିୟାରେ ! ବାସୁୁୁଛି ମୁଁ ମହମହ। 

କଣେଇ ଚାହୁଁଛି ଦୃୃୃଷ୍ଟ ମଳୟଟା

ଦେଖି ମୋର ଭରା ଦେହ

ଯୌବନ ଖେଳେ ମନ ଓ ସରିରେ

ତୁ ଖାଲି ହେଉ ଅଥୟ।।।

କୋଣାର୍କର ସମ ରତି ଜର୍ଜରିତ

ଦେହଟାକୁ ମୋର ଦେଖି

ଏମିତି ଚାହୁଁଛୁ ଲାଜରେ ମୁଁ

ଉଠେଇ ପାରୁନି ଆଖି,,,,

ଶିିଥିଳ ହେଉଛି ପାଦ ଦୁଇ ମୋର

ଖୋଜେେ ତୋ ବହୁ ବନ୍ଧନ

ପଡିବା ଆଗରୁ ଧରି ନେ ମତେ

ଦେଇ ତୋ ପ୍ରୀତି ଚୁମ୍ବନ",,,,।

ବିିଜୟଲଷ୍ମୀ ଆଚାର୍ଯ୍ୟ (ବିିଜୁ)

7873041750


Rate this content
Log in