Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରୀତି ଚୁମ୍ବନ
ପ୍ରୀତି ଚୁମ୍ବନ
★★★★★

© Bijayalaxmi Acharya

Romance

1 Minutes   6.7K    6


Content Ranking

ହଜାରେ ଫଗୁଣ

ଯାଇଛି ମୋ ବାଟେ

ଛୁଇନି କେବେ ମୋ ଦେହ।।

ତୁ ଆସିଲୁ ଜେବେଠୁ ମନକୁ ମୋ ଛୁଇଁ

ପ୍ରିୟାରେ ! ବାସୁୁୁଛି ମୁଁ ମହମହ। 

କଣେଇ ଚାହୁଁଛି ଦୃୃୃଷ୍ଟ ମଳୟଟା

ଦେଖି ମୋର ଭରା ଦେହ

ଯୌବନ ଖେଳେ ମନ ଓ ସରିରେ

ତୁ ଖାଲି ହେଉ ଅଥୟ।।।

କୋଣାର୍କର ସମ ରତି ଜର୍ଜରିତ

ଦେହଟାକୁ ମୋର ଦେଖି

ଏମିତି ଚାହୁଁଛୁ ଲାଜରେ ମୁଁ

ଉଠେଇ ପାରୁନି ଆଖି,,,,

ଶିିଥିଳ ହେଉଛି ପାଦ ଦୁଇ ମୋର

ଖୋଜେେ ତୋ ବହୁ ବନ୍ଧନ

ପଡିବା ଆଗରୁ ଧରି ନେ ମତେ

ଦେଇ ତୋ ପ୍ରୀତି ଚୁମ୍ବନ",,,,।

ବିିଜୟଲଷ୍ମୀ ଆଚାର୍ଯ୍ୟ (ବିିଜୁ)

7873041750

ଫଗୁଣ ଯୌବନ ପ୍ରୀତି

Rate the content


Originality
Flow
Language
Cover design

Comments

Post


Some text some message..