Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ଦେବଦୁତ

ଦେବଦୁତ

1 min
451



ଫୋନି ଆଣିଦେଲା ସତର୍କ ସୁଚନା

ମଇ ମାସ ଏଇ ବରଷେ

ପ୍ରକୄତିର ହାନି ପାଇଁ କଟକଣା

ଜାରି ହେଉ ସଭିଙ୍କ ହୄଦେ ॥

ବିଜ୍ଞାନ ଉନ୍ନତି ପାଇଁ ନାହିଁ ମନା

ପ୍ରକୄତି କଥା ବି ଭାବ

ନୋହିଲେ ଯେ ଅଘଟଣ ହେବ ନିତି

ଏକଥା ପାଶୋରି ନଦେବ ॥

ନିରୀହ ନିଷ୍ପାପ ଶିଶୁଙ୍କୁ ଯେ ରକ୍ଷା

କରିଲ ସାଜି ଦେବଦୁତ

ତୁମେ ଅଟ ଏଣୁ ଡାକ୍ତରଖାନାରେ

ଦ୍ଯିତୀୟ ଭଗବାନ ସତ ।

କଅଁଳା ଶିଶୁକୁ ଢାଲ ହୋଇ ରକ୍ଷା

ଯେ କଲ ବୁଦ୍ଧିବଳେ ତୁମେ

ଧନ୍ୟ ତୁମ ସାହାସ ଶକତି ସତେ

ଶିକ୍ଷା ପାଇଲୁ ସବୁ ଆମେ ॥

ରହିଗଲା ଖଟ ବର୍ତ୍ତିଲେ ପିଲାଏ

ଟାଇଲ୍ ଖସା ଛାତ ପାଇଁ

ଜୀବନକୁ ବାଜି ଲଗାଇ ଡାକ୍ତର

ନର୍ସ୍ ସହ ହାତ ମିଶାଇ ॥



Rate this content
Log in