Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhakanta Sahu

Others

2  

Subhakanta Sahu

Others

ମଉସୁମୀ ଭାଇ ଆସିଲାଣି

ମଉସୁମୀ ଭାଇ ଆସିଲାଣି

1 min
1.3K


ମଉସୁମୀ ଭାଇ ଆସିଲାଣି, ଆକାଶରେ ମେଘ ଭାସିଲାଣି

ସବୁ କାମ ସାରି ଚାଷୀ ଭାଇ ପରା ଜମିଜମା ସବୁ ଚଷିଲାଣି ।

ଚାଷୀ ଭାଇ ତ ଚାହିଁଥିଲା, ତା ପ୍ରିୟ ଦିନ ଆସିଗଲା

ଟୋପେ ଦି’ ଟୋପା ଜଳ ପଡିଲେ ଭାବେ ଅସରେ ଦେବ ପରା ।

କିଏ କଲାରେ କିଏ କଲା ଆକାଶଟାକୁ କଳାକଳା

ଗାତେ ଲୁଚିକା ବେଙ୍ଗ ରାବୁଛି ବରଷା ଦିନ ଆସିଗଲା ।

ଲୋକେ କହିଲେ ଯାହା ହେଉ, ମେଘୁଆ ପାଗ ହେଉଥାଉ

ଖରାରେ ଥିଲା ଅଂଶୁ ଘାତଟା ଅସହ୍ୟ ଥିଲା ତାର ଦାଉ ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ. ପୋଲସରା, ଗଞ୍ଜାମ

ପିନ୍-୭୬୧୧୦୫

ମୋବାଇଲ୍-୯୮୬୧୭୩୨୨୫୬

E-mail: sahusubhakanta@gmail.com


Rate this content
Log in