Audio

Forum

Read

Contests

Language


Write

Sign in
Wohoo!,
Dear user,
ମୃଗନୟନୀ
ମୃଗନୟନୀ
★★★★★

© Ram Prasad Bisoi

Others

1 Minutes   6.8K    2


Content Ranking

ମୃଗନୟନୀ, ଯେତେବେଳେ ଆସି ତୁମେ ଛିଡା ହୁଅ ସାମ୍ମନ୍ନା ରେ ଛାତିଟା କଣ ? ହେଇ ଯାଉଛି ଏ ତ ତୁମ ଭୁଲ ନୁହେଁ, ଭୁଲ ଥିଲା ତ ତୁମ ଚପଳା ନୟନ୍ରର, ଯେଉଁଥି ପାଇଁ ଥିଲା ଭୟ ମୋର କାଳେ ତାହା ହୋଇ ଯାଇ ପରେ, ଏମିତି ତମେ ଦେଖନା ଆଉ, ତୁମକୁ ଛାତିରେ ଲଗାଇନେବି ହୃଦୟରେ ତୁମକୁ ଲୁଚାଇ ତମକୁ ତୁମ ଠାରୁ ଚୋରାଇନେବି, କହୁଥିବା ଅକୁହାକଥା ମନକୁ କେମିତି କରିବି ମନା, ତୁମ ଆଡକୁ ବଢୁଥିବା ପାଦକୁ କେମିତି ରୋକିବି କୁହ, ତୁମ ସହ ରହି ବିଚଳିତ ହେଲେ ବି ମନକୁ ମିଳୁଛି ଆରାମ, ତୁମ ନୟନ ଯୁଗଳରେ ବୁଡି ମିଳୁଛି ଭାସି ଯାଉ ଥିବା ସୁଅମୁହଁର ପତ୍ରକୁ ସାହାରା, ଯେଉଁଥି ପାଇଁ ଥିଲା ଭୟ ମୋର, କାଳେ ତାହା ହୋଇ ଯାଇପାରେ, ଏମିତି ତୁମେ ଦେଖନା ମତେ ଛାତିଟା କଣ ? ହେଇ ଯାଉଛି, ତମକୁ ତମ ଠାରୁ ଚୋରାଇନେବି, ଛାତିରେ ଲଗାଇ ନେବି, ""ମୃଗନୟନୀ "" ।

କାଶ୍ୟପ । (ରାମ ବିଶୋଇ ) ତା-୦୪-୧୨-୧୬, ସନ୍ଧ୍ୟା-୦୫-୧୦ ମି. ରାୟଗଡା ।

ମୃଗନୟନୀ

Rate the content


Originality
Flow
Language
Cover design

Comments

Post


Some text some message..