Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JitendraNath Gahir

Others

2  

JitendraNath Gahir

Others

ଅତିପ୍ରିୟ ବହି

ଅତିପ୍ରିୟ ବହି

1 min
103


ସତରେ!

ଲ୍ୟାପଟପ କି ମୋବାଇଲ୍ ରେ

ମୁଁ କେବେ ପଢ଼ିପାରେ ନାହିିଁ

କାରଣ

ରାତିରେ ଶୋଇବା ବେଳେ

ଛାତିରେ ଧରି ମୁଁ ତାକୁ

ଶାନ୍ତିରେ

ଶୋଇ ପାରେ ନାହିଁ ।୧।

ଯଦି ଥାଏ ଛାତିରେ ମୋ

ଅତିପ୍ରିୟ ବହି

କେମିତି ଯେ ନିଦ ହୁଏ

ଜାଣି ପାରେ ନାହିଁ ।୨।

ବହି ମୋର ବନ୍ଧୁ ଟିଏ

ଅତି ଆପଣାର

ସାଥୀ ହୋଇ ରହିଥାଏ

ସୁଖର ଦୁଃଖର ।୩।

ହାତେ ଥିଲେ ବହି ଟିଏ

ଲାଗେ ନାହିଁ ଏକା

ଭୋକ ଶୋଷ ଭୁଲିଯାଏ

ଯଦି ହୁଏ ଦେଖା।୪।

ସଦଜ୍ଞାନ ସଦବୁଦ୍ଧି

ଦିଏ ମୋତେ ନିତି

ତାକୁ ଦେଖି ଏ ଜୀବନ

ଯାଉ ମୋର ବିତି

ମୋର ହେଇଯାଉ ଇତି ।୫।


Rate this content
Log in