Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

4.3  

Dipti lekha Mishra

Others

ଜୀବନ

ଜୀବନ

1 min
130


ଜୀବନଟା ଲାଗେ ଅମୁହାଁ ନଈ

ସୁଖଦୁଃଖକୁ କରିଛି ଆପଣା

ଦୁହିଁଙ୍କୁ ଯେ କରିବ ନିଜର

ତାକୁ ଅଜ୍ଞାନ ଛୁଈଁପାରେନା ॥

ସୁଖ ପଛରେ ଯିଏ ଧାଈଁଛି

କଷଣ ଅଧିକ ପାଈଛି

ଦୁଃଖକୁ ଯେ ସୁଖ ମଣୁଛି

ଦୁନିଆଟା ସୁନ୍ଦର ସିଏ ଜାଣିଛି ॥

ମଣିଷ ଜୀବନ ଅଟଈ ଦୁର୍ଲଭ

କରିବା ଭଲ ମନ୍ଦ ବିଚାର

ଜୀବ ଥିବା ଯାଏଁ ଏ ଶରୀରରେ

ଅନୀତି କରମ କେବେ ନ କର ॥


ଦିପ୍ତୀଲେଖା ମିଶ୍ର


Rate this content
Log in