Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

2  

Dipti lekha Mishra

Others

ଚାବିକାଠି

ଚାବିକାଠି

1 min
108


ଛୁଆ ବେଳ କଥା ପଡିଗଲା ମନ

ଆଙ୍କିଲି ଗୋଟିଏ କଳ୍ପନା

କାଗଜ ଘର ପରିବାର ଗଢି

ଦେଲି ଯେ ନିଜକୁ ସାନ୍ତ୍ବନା ॥

ଦୁଇଗୋଟି ଚାବିକାଠି ଦୁହିଁଙ୍କୁ ମୁଁ

ବାଣ୍ଟିଲି ଲୁହା ବଳାସହ

ବାପା ଯାଉଥିଲେ କାର୍ଯ୍ୟାଳୟକୁ

ମୁଁ ଯାଏ ସ୍କୁଲ୍ ମାମା ସହ ॥

ଘର ଛବିଟି ଆଙ୍କିଛି ଏପରି

ଚାବିକାଠି ପରି ଆଗକୁ

ଏ ଛବି ଦେଖି ଗୁରୁଜନ ଆଖି

ରହିଛି ଆଜ ମୋ ଆଡକୁ ॥


Rate this content
Log in