Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

2  

Jagabandhu Sahu

Others

ପ୍ରେମ ଦିବସର ଅଭିନନ୍ଦନ

ପ୍ରେମ ଦିବସର ଅଭିନନ୍ଦନ

1 min
477


କଥା ଦେଇ ଦିନେ ଯାଇଥିଲି ପ୍ରିୟା

ଆସିବି ବୋଲି ମୁଁ ଫେରି

କେତେ ଦିନ କେତେ ରାତି ମୁଁ କାଟିଛି

ତୁମକୁ ଯେ ଝୁରି ଝୁରି

ଏ ପ୍ରେମ ଦିବସେ ହୋଇବ ମିଳନ

ସତ ହେବ ପ୍ରତୀ ସ୍ମୃତି

କଥା ଦେଇ କଥା ରଖିଲି ମୁଁ ପ୍ରିୟା

ଲେଖିଲି ପ୍ରେମର ଗୀତି

ହୃଦୟକୁ ମୋର ଦେବି ଉପହାର

ରଖିବ ତୁମେ ସାଇତି

ଏ ପ୍ରେମ ଦିବସେ ପ୍ରେମ ଉପହାର

ଦେଉଛି ତୁମକୁ ସଖି

ପ୍ରେମ ଦିବସରେ ମିଳନ ଆମର

ଅଭୁଲା ହୋଇବ ଦିନ

ତୁମ ହୃଦୟକୁ ମୋ ହୃଦୟେ ଯୋଡି

ଜଣାଏ ଅଭିନନ୍ଦନ


ପ୍ରେମ୍ କବି ଜଗବନ୍ଧୁ ସାହୁ


Rate this content
Log in