Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

3  

Disambar Meher

Others

ମାଁ ଆଉଛେ

ମାଁ ଆଉଛେ

1 min
6.6K



କଏଁସ୍ ଫୁଲ୍ ଧୋବ୍

ଫୁର୍ ଫୁରି ଯାଉଛେ

ଧରତି ମାଁ ବି ଆଏଜ୍

ଧବଲ୍ ମୁଖି ବେସ୍ ହେଇଛେ ।

ସମଲେଇ ମାଁ ଧରତି ମାଁ

ଦୁଇ ପିଠାଉଠା ବହେନ

ଦଶ୍ରା ସମିଆ ଆଏଲେ ଦୁହେଁ

ଦିସ୍ ସନ୍ କେତେ ଅଏନ୍ ।

ଘଁଟ୍ ସଁକ୍ ନେ

ଦୁଲ୍କି ଯାଏସି ଖୁଲି

ମାଁର ଛତର ଆଏସି

ପରାପରା ବୁଲି ।

ଧାନ ବି ପାଚ୍ଲା

ଦିଶୁଛେ ସୁନାସୁନା

ଧରତି ମାଁ ପିନ୍ଧିଛେ ଆଏଜ୍

କେତେ ସୁନା ଗହନା ।


ଡିସମ୍ୱର ମେହେର

ନୂଆପଡା


Rate this content
Log in