Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

2  

Disambar Meher

Others

ଭୁଖା

ଭୁଖା

1 min
159


କେତେ ଦିନୁ ଭୁଖେ

ରହିଛେ ମୁଇଁ ଭୁଖା

ପେଟେ ନାଇଁନ ଅରନ୍

ପେଟ୍ ହେଇଛେ ସୁଖା ।

ଆଖିଁର୍ ପାନି ଟୁଁଣ୍

ପିଉଛେ ତାର ଲହ

ଦାଇବ୍ ତକେ

ନାଇଁ ମାଗବାର୍ ଜହ ।

ଇ ଭୁଖାର୍ ମୁହେଁ

ଦିଅ ଖଣେଁ ହସି

ଗରସେ ଦିଅ

ମାଆ ଗୋ ବାସି ।

ନାଇଁନ୍ ଆସା

ସତ୍ରବାନି ସାଗ୍ ତୁନ୍

ମୁଠେ ବାସି ପଖାଲ୍

ଦିଆ ଖଣେଁ ଉଇଲ୍ ନୁନ୍ ।

ଭୁକେ ସୁସେ ଟୁଁଣ୍

ଟଁଟି ଗଲାନ ସୁଖି

କେନ୍ ନେ ଅରନ୍

ମହାପୁରୁ ଦେଇଛ ହୋ ରଖି ।

ଡିସମ୍ୱର ମେହେର

ନୂଆପଡା


Rate this content
Log in