Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ବର କନିଆ

ବର କନିଆ

1 min
108


ସଂସାରକୁ ଆଗକୁ ନେବା ପାଇଁ

ବିବାହ ବନ୍ଧନ ଅଟେ ଜରୁରୀ

ମାନ କି ନମାନ କେହି ଯଦି ହେ

ପ୍ରଭୂଙ୍କ ଆଦେଶ ନିଅ ଆବୋରି ॥


ଦୁଇଟି ମନ , ପ୍ରାଣ ଏକ ହୋଇ

ଚାଲିଛୁ ବାଟ ହେ ସୁଖ ଦୁଃଖରେ

ଏତିକି ମାଗୁଣି ବିଭୂଙ୍କୁ ମୋର

ନିଆଁ ନ ଲଗାଅ ଆମ ସଂସାରେ ॥


ତୁମକୁ ପ୍ରାର୍ଥନା ହେ ଜଗବନ୍ଧୁ

କରିବନି ଆମ ସଂପର୍କ ଛିନ୍ନ

ଅମର ରହୁ ହେ ମଧୁର ସ୍ମୃତି

ଏତିକି ମିନତୀ ହେ ଜନାର୍ଦ୍ଦନ ॥


ଦଶଦିଗପାଳ କୁ ସାକ୍ଷୀ ରଖି

କଲୁ ବିବାହ ହେ ଦୁହେଁ ଦୁହିଁଙ୍କୁ

ଅଗ୍ନି ଚତୁଃପାର୍ଶ୍ବ ଘେରା ବୁଲିଛୁ

ଛାଡିବୁନୁ ଆମେ କିଏ କାହାକୁ ॥



Rate this content
Log in