STORYMIRROR

Sadananda Sahoo

Others

3  

Sadananda Sahoo

Others

କବି

କବି

1 min
210

 

କବିତାର ପଂକ୍ତି ସବୁ ଲିପିବଦ୍ଧ ହୋଇଥାଏ 

ଆବେଗର ଅକ୍ଷରରେ , 

କଵି କହେ ହୃଦୟର କଥା ସବୁ ଖିଆଲି ମନରେ ॥ 

କଵି ଭାଷା କଵି ଆଶା ସତରେ ନିଆରା 

ସମାଜର ବାର୍ତ୍ତା ବହ କଵି ସର୍ବଦା ॥ 

କଵି କହେ ସିଧା କଥା ଲେଖନୀ ମୂନରେ , 

ସେଥି ପାଇଁ କଵି ବୋଧେ ଉପେକ୍ଷିତ ହୁଏ ॥ 

କଵି ସହେ ନାହିଁ ଅନ୍ୟାୟ ଅନୀତି 

 ଏ କଥା ପରା ସମାଜ ଜାଣିଛି ॥


Rate this content
Log in