Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2  

Raja Sekhar CH V

Others

ସନ୍ତତି ପ୍ରେମ

ସନ୍ତତି ପ୍ରେମ

1 min
235


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ପ୍ରକୃତି ର ଅଛି ଏକ ବିଚିତ୍ର ନୈସର୍ଗିକ ପ୍ରକୃତି,

ଅତ୍ୟଧିକ ଯତ୍ନଶୀଳ ଭାବେ ଗଢ଼ିଛି ସମସ୍ତ ଜୀବଜଗତ ଜନଜାତି |୧|

ସବୁ ଜୀବନ୍ତ ପ୍ରାଣୀଙ୍କର ଅଛି ବଞ୍ଚିବାର ଅଧିକାର,

ନିଜ ପ୍ରାଣଶକ୍ତି ପ୍ରତି ଜୀବଜନ୍ତୁ ର ସଜୀଵ ହେବାର ଆଧାର |୨| 


ପ୍ରତି ପଶୁ ପକ୍ଷୀ ଚାହେଁ ନିଜ ପାଇଁ ସନ୍ତତି,

ଯାହା ବିନା ହସ୍ତୀ ପରି ପ୍ରଜାତିର ବି ନାହିଁ ଆଗକୁ ଗତି |୩|


ପ୍ରତି ଜୀବ ପାଖେର ଥାଏ ନିଜ ସନ୍ତାନ ପାଇଁ ସ୍ନେହ ମମତା,

ସ୍ୱାର୍ଥହୀନ ବଳିଦାନ ପ୍ରତ୍ୟେକ ମତ-ପିତାଙ୍କ ବିଶାଳ କ୍ଷମତା |୪|


ପ୍ରତି ମୁହୂର୍ତ୍ତରେ ଅଛି ପ୍ରେମ ହିଁ ପ୍ରେମ,

ଏହି ନିଃସ୍ୱାର୍ଥ ପ୍ରୀତି ର କେବେ ନାହିଁ ବିରାମ |୫|


Rate this content
Log in