SUKANTA KHANDA

Others

2  

SUKANTA KHANDA

Others

ପୁଲକ

ପୁଲକ

2 mins
33


ଚଉଦ ବର୍ଷର ବାଳକ କରୁଣା ନୂଆ କି ଉଡି଼ବାର ନିଶା ଥିଲା। ମନ ଗହନରେ ଅସରନ୍ତି ସ୍ୱପ୍ନ କି ସେ ଯଥାଶୀଘ୍ର ବଡ଼ ହେବାର ଅଛି ଜୀବନରେ ଉପଭୋଗ କରିବାର ଅଛି ହେଲେ ତାର ହୃଦୟରେ ଯୁବକ ସୁଲଭ ପୁଲକ ହୃଦୟରେ ଆସୁ ନାହିଁ କାହିଁକି? 

  ସମୟ ସନ୍ଧ୍ୟା। ପକ୍ଷୀଙ୍କର ନୀଡ଼ ବାହୁଡା଼। ସେମାନଙ୍କୁ ଦେଖି କରୁଣା ମଧ୍ୟ ନିଜ ଘରକୁ ଫେରିବାର ଅଭିଳାଷ ହେଲା। ସେ ପଛକୁ ଫେରି ଦେଖିବାକୁ ଗଲାବେଳେ ସାମ୍ନାରେ ନିଟୋଳ ଯୁବତୀଟିଏ ଯିଏକି କରୁଣା ଠାରୁ ବୟସରେ ଅନେକ ବଡ଼ ହେବ ଆଉ ସେ ପାଖକୁ ଟାଣିନେଇ ତା କୋଳରେ ବସାଇଲା। ହୃଦୟ ଚିରି ଫୋପାଡ଼ିଥିବା ଯୁବତୀଟିର କୋଳରେ ବସି କରୁଣା ଅସରନ୍ତି ମଧୁ ପିଇବାକୁ ଲାଗିଲା। ଯୁବତୀଟି କରୁଣାକୁ ପିଆଇ ପିଆଇ କୃତାର୍ଥ କରେଇ ଦେଲା ଆଉ ଫୁଲରୁ ଉଠିଆସି କରୁଣା ନାଳଝାଳ ହେବା ବେଳକୁ ଯୁବତୀଟି କହିଲା,"କରୁଣା ! ତୁମେ ଚାହିଁବ ତ ନିତି ଏ ଫୁଲରେ ଆସି ବସିକି ମଧୁ ପିଇ ପାରିବ।" କରୁଣାର ପ୍ରଥମ ପୁଲକରେ ଯେଉଁ ସ୍ୱାଦ ପାଇଲା ତାହା ଅଭୁଲା ରହିଲା ଓ ପ୍ରତିଦିନ ସେହି ଯୁବତୀ ଫୁଲରେ ବସି ରସକୁ ପିଇବାକୁ ଲାଗିଲା।  

  ଆଜି ଯୁବତୀଟି ଆସିଲା ନାହିଁ ତ ଭଗ୍ନ ମନୋରଥ ନେଇ କରୁଣା ଘରକୁ ଫେରିଲା। ତାକୁ ରାତିରେ ନିଦ ହେଲା ନାହିଁ ବିଛଣାରେ ଛଟପଟ ହୋଇ ଦୀର୍ଘ ସାତଦିନ କଟେଇବାକୁ ବାଧ୍ୟ ହେଲା ଅଷ୍ଟମ ଦିନ ଦେଖା ହେଲା ତ କରୁଣା କିଛି ବି କହିବା ଆଗରୁ ଯୁବତୀଟିକୁ ବୋହିନେଇ ଫୁଲରେ ବସିଗଲା କିନ୍ତୁ ଯୁବତୀଟି ଅନେଇ ଅନୁନୟ ଓ ବିନୟ ହୋଇ ଫୁଲରେ ନ ବସିବାକୁ କହିଲା ହେଲେ କରୁଣାର ଯେମିତି ଅନେକ ଶୋଷ କାହିଁ କେତେ ଦିନରୁ ହେଉଥିଲା ସେ ଜୋରକରି ଫୁଲରେ ବସି ତାଜା ଫୁଲରୁ ମହୁ ପିଇବାକୁ ଲାଗିଲା। 

   କେତେ ସମୟ ପରେ ନିଜର ତୃଷ୍ଣା ମେଣ୍ଟିଗଲା ତ କିଛି ବି କହିବା ପୂର୍ବରୁ ଚାଲିଗଲା। ଆଜି ଯୁବତୀ ଜଣଙ୍କ ପେଟରେ କରୁଣାର ରକ୍ତ ବଢ଼ିବାକୁ ଲାଗିଲା। ଯୁବତୀ ଜଣକ ଦିନେ ସତ୍ୟତା ଖୋଲିଲା ତ କରୁଣା ତାକୁ ଗ୍ରହଣ କରିନେବ ବୋଲି ଆଶ୍ୱାସନା ଦେଲା। ଦିନେ କାହାକୁ କିଛି କହିବା ପୂର୍ବରୁ କରୁଣା ସେ ଯୁବତୀଟିକୁ ଧରି ଫେରାର ହୋଇଗଲା।  

  ଯୁବତୀଟି ଥିଲା ପ୍ରାପ୍ତ ବୟସ୍କା କିନ୍ତୁ କରୁଣା ଅପ୍ରାପ୍ତ ବୟସ୍କ ତ ସମାଜ କି ରାଷ୍ଟ୍ର ତାକୁ ସ୍ୱୀକୃତି ଦେବ କିପରି? ହେଲେ କରୁଣା କାହାକୁ ବି ଖାତିର କରିଲା ନାହିଁ ଘରଛାଡି଼ ଦୁହେଁ ବହୁ ଦୂରକୁ ଚାଲିଗଲେ ଆଉ ଜନ୍ମିତ ପୁଅ ଓ ପତ୍ନୀ ସହିତ ସୁଖର ସଂସାର କଲେ। ଆଜି କରୁଣାର ପୁଅ ପାଞ୍ଚବର୍ଷ ହେଲାଣି କୋଳରେ ପୁଣି ଝିଅଟିଏ ତିନି ମାସର ତ ନିଜ ଘରକୁ ଫେରିଲେ ଘର ଲୋକେ କରୁଣାକୁ ଅନେକ ଖୋଜୁଥିଲେ ପାଖରେ ପାଇ ସଭିଏଁ ଖୁସି ହୋଇ ଏ ସଭିଙ୍କୁ ପାଛୋଟି ନେଲେ। ଆଜି ତ କରୁଣା ପ୍ରାପ୍ତ ବୟସ୍କ ତାକୁ ଭଲା ଆଙ୍ଗୁଠି ଦେଖାଇବ କିଏ? ସେ ଆଜି ଭରା ଯୁବକ ହୃଦୟରେ ଅସୀମ ବଳ ନିଜର ପତ୍ନୀଙ୍କ ଠାରୁ ଭରପୁର ଫାଇଦା ମଧ୍ୟ ଉଠାଉଛି। ହୃଦୟରେ ଯେଉଁ ପୁଲକ ଲହଡି଼ ଭାଙ୍ଗୁଛି ପତ୍ନୀଟି ବି ସହଯୋଗ କରି ଧନ୍ୟ ଓ କୃତାର୍ଥ କରିବାରେ ମଧ୍ୟ କୁଆବୁଆ।  

  ସତରେ ! ଯଦି ହୃଦୟରେ ପ୍ରେମର ପୁଲକ ଥରେ ଲହଡି଼ ଭାଙ୍ଗେ ତାକୁ ମଲା ଅଟକାଇ ପାରିବ କିଏ? ଯେମିତି ଏ କରୁଣାର ହୃଦୟ। ପ୍ରେମର ପୁଲକରେ ଉବୁଟୁବୁ ହୋଇ ବୟସର ତାରତମ୍ୟକୁ ମଧ୍ୟ ଭୁଲିଗଲା ଓ ବାପା ହୋଇ ନିଜ ଜୀବନକୁ ସାର୍ଥକ କରିଲା। ଧନ୍ୟ କରୁଣା ତୁମର ପୁଲକ ପରି ଯଦି ଆମ ସଭିଙ୍କର ହୁଅନ୍ତା ତେବେ ଜୀବନକୁ ଭରପୂର ଉପଭୋଗ ସହ ଧନ୍ୟ ମଣନ୍ତୁ ନିଶ୍ଚୟ,ନୁହେଁ?



Rate this content
Log in