ମୁଁ ତମକୁ ଭଲପାଏ
ମୁଁ ତମକୁ ଭଲପାଏ
1 min
401
ମୁଁ ତମକୁ ଭଲପାଏ
ଡାଏରୀ ରେ ମୁଁ ଲେଖୁଛି
ତମ ବିଷୟରେ ଲେଖୁଛି
ମୁଁ ତୁମକୁ ଅପେକ୍ଷା କରିଛି
ଆଜି ତୁମେ ଆସିଲେ
ମୁଁ ମୋ ମନର କଥା କହିବି
ତୁମକୁ ଅପେକ୍ଷା କରିଛି
ପ୍ରିୟତମ ମୁଁ ଆସୁଛି
ଆସିଲା ମୋ ପ୍ରିୟତମା
ମୁଁ ମୋ ମନର କଥା
ତୁମକୁ କହିଲି
ମୁଁ ତୁମକୁ ଭଲପାଏ
ତୁମକୁ ପ୍ରେମ ନିବେଦନ କରୁଛି।
ପ୍ରିୟତମା କହିଲା
ମୁଁ ବି ତୁମକୁ ପ୍ରେମ କରୁଛି ।।
