STORYMIRROR

Rashmi Ranjan Nayak

Others

3  

Rashmi Ranjan Nayak

Others

ମୋ ଗାଁ

ମୋ ଗାଁ

1 min
657


ଯାହା କୁହ ଗାଁ ନାଁ ବଡ଼ ଅଜବ ଅଟେ। ଛୋଟ ବେଳେ ତାକୁ ଛାଡି ସହରକୁ ଆସିବାକୁ ମନ କହେ ଆଉ ବଡ଼ ହେଲା ପରେ ସହରରୁ ଗାଁ କୁ ଫେରିବାକୁ । ଗାଁ ର ସ୍ନେହ , କୋଇଲିର ଗୀତ,ବୁଢ଼ା ବରଗଛ, ସେ ଆମ୍ବ ତୋଟାରେ ଆମ୍ବ ଖାଇବାର ମଜା, ସେ ସବୁଜ ଧାନ କିଆରୀ ଆଉ ରାତିରେ ବିଲୁଆ ନନାର ଡାକ । ରକ୍ତରେ ତା ନାଁ ଅଛି ବା ,ଗାଁ କୁ କଣ ଏତେ ସହଜରେ ଭୁଲିହେବ କି ନାଁ କେବେନୁହେଁ।


ସେଠି ରହିଛି ଆମ ପିଲାଦିନର ସ୍ମୃତି, ଅନେକ ବର୍ଷର ବୁଢା ବରଗଛଟି ବା ଏସବୁର ମୁକ ସାକ୍ଷୀ ତା ପାଖରେ ଖେଳିଛେ ଅନେକ ଖେଳ,ତାର ସେ ଓହଳରେ କେତେ ଯେ ଝୁଲିଛେ କହିଲେ ସରିବନି, ସେ ଗାଁ ନଦୀ ନାଁ ଆଜିବି ମନେପଡେ, ସେ ଭାଗବତ ଟୁଙ୍ଗିର ଶବ୍ଦ ନାଁ ଆଜିବି ଶୁଣାଯାଏ। ମୋ ଗାଁ ଆଜି ମୋର ମନେପଡେ ଆଉ ମୁଁ ଗାଁ କୁ ଫେରିବାକୁ ଚାହେଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍