STORYMIRROR

Dipti lekha Mishra

Others

2  

Dipti lekha Mishra

Others

ଗଳ୍ପାୟନ ଗଳ୍ପ‐୪

ଗଳ୍ପାୟନ ଗଳ୍ପ‐୪

1 min
99


ଛି ଛି କି ଯୁଗ ଆସିଲା ଦେଖ ମଣିଷପଣିଆ ନଷ୍ଟ ହୋଇଗଲାଣି।ଏମାନଙ୍କୁ ଧର୍ମ ସହିବନି ।ଭାଗିବରେ ସବୁ ନର୍କ ଭୋଗିବ ।ଏମିତି ଗାରୁ ଗାରୁ ହୋଇ ପିଉସା ଆସୁଥାନ୍ତି।

  ପିଉସାର ରାଗର କାରଣ କଣ ଜାଣିବାକୁ ପିଉସୀନାନୀ ଧାଇଁଲା।ପଚାରିଲା କିହୋ କଣ ହୋଇଛି।ତୁଛ୍ଥାଟାରେ କାହା ଉପରେ ଏମିତି ଗାରୁ ଗାରୁ କାରୁ କାରୁ ହେଉଛ ବା!

  ଆଲୋ ହେମବତୀ ଜାଣିଛୁ ଆଜି କଣ ହୋଇଛି ଆମ୍ବ ତୋଟାରୂ ପଲେ ମାଙ୍କଡ ବସି ସବୁ ଆମ୍ବ ଝାଡିଦେଇଛନ୍ତି।ତୋ ଭାଇର ଶ୍ୱଶୁର ସେ ସବୁ ଗୋଟାଇ ଆର ଗାଁକୁ ବିକିବାକୁ ପଳାଇଲେଣି।ଏମାନଙ୍କୁ କଣ କରି ଆସେ କହିଲୂ ।ଏକା ପ୍ରଭୂ ସାହା ।କେତେ ସ୍ୱପ୍ନ ଦେଖିଥିଲି ଆମ୍ବୁଲ କରି ରଖିବି ।ବର୍ଷସାରା ବେସର ଟିକେ ଖାଇବାକୁ ମିଳିବ ।

  ଛି ଛି ପୋଡାମୁହାଁ ମୋ ସ୍ୱପ୍ନକୁ ଜାଳି ଦେଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍