Jyotiranjan Sahu

Others

2  

Jyotiranjan Sahu

Others

ଗଳ୍ପ ଦୁଇ ଧାଡିର

ଗଳ୍ପ ଦୁଇ ଧାଡିର

1 min
450


ସେଦିନ ମହାଭାରତର ଯୁଧିଷ୍ଠିରକୁଂ ଯକ୍ଷ ପ୍ରଶ୍ନକଲା ପରି ଆଜି ମୋ ହୃଦୟଟା ମୋତେ ପ୍ରଶ୍ନକଲା"ହେ ସ୍ବାର୍ଥୀ ! ଆଜିର ଏ ଦୁନିଆ ପାଇଁ ସବୁଠାରୁ ଆଶ୍ଚର୍ଯ୍ୟ କଣ "???

ଏକ ମାୟାବୀ ହସଟେ ହସିଦେଇ ମୁଁ କହିଲି" ରେ ହୃଦୟ ! ଜୀବନର ବହୁମୂଲ୍ୟ ବର୍ଷଟିଏ ହରାଇଦେଇ ଆନନ୍ଦିତ ହୋଇଉଠୁଥିବା ଏ ମଣିଷ ଜାତିଟା ନିଜର ଛୋଟିଆ ସ୍ବାର୍ଥ ଟେ ହରାଇବା ଭୟରେ ଯୌଥପରିବାରକୁ ଭାଂଗିଚାଲିଛି " ।

॥ ଜ୍ୟୋତିରଞନ ସାହୁ ॥


Rate this content
Log in