STORYMIRROR

Dipti lekha Mishra

Others

2  

Dipti lekha Mishra

Others

ବେଙ୍ଗର ମଦପାନ

ବେଙ୍ଗର ମଦପାନ

1 min
340

ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ ମଦ ।

ବେଙ୍ଗମାନଙ୍କର ଏକ ସଭା ହେଲା । ସେ ସଭାରେ ବେଙ୍ଗ ମାନଙ୍କର ରାଜା ମଦରେ ସମସ୍ତଙ୍କୁ ଭସାଇଦେଲା ।

ଭାରୀ ମଜା କଲା ବେଙ୍ଗ ରାଜା ।ସମସ୍ତେ ଯିଏ ଯାହାର ଘରକୁ ଚାଲିଗଲେ ।


ହଠାତ୍ ବେଙ୍ଗ ରାଜାର କଣ ହେଲା କେଜାଣି ସାଙ୍ଗେ ସାଙ୍ଗେ ଆଠ ଦଶଟା ମଦ ପିଇ ଶୋଇପଡିଲା ସିମେଣ୍ଟ ସୋଫାରେ ।

ଭାରୀ ନିଶା ହୋଇଗଲା । ବେହୋଶ୍ ହୋଇ ପଡିଲା ଛାତି ଉପରେ ମଦ ବୋତଲ ଧରି ।ସ୍ବପ୍ନରେ ଦେଖିଲା କି ମଦ ପିଇ ପିଇ ତା ସାଙ୍ଗଟି ମରିଗଲା ।

ତା ସାଙ୍ଗର ମରିବା କଥା ଶୁଣି ବେଙ୍ଗରାଜା ସ୍ବପ୍ନରେ ହିଁ କାନ୍ଦୁଥାଏ । ନିଦ ତାର ଭାଙ୍ଗିବ କ'ଣ ? ତା ସାଙ୍ଗ ନୁହଁ ସେ ହିଁ ମରିଯାଇଛି ।


Rate this content
Log in