STORYMIRROR
ତୁ...
ତୁ ସିନା ମନା କରି...
ତୁ ସିନା ମନା...
“
ତୁ ସିନା ମନା କରି ଦେଲୁ
ଜହ୍ନ ଓ ତାରାଙ୍କୁ ପାହାରା ଦେବାକୁ
ହେଲେ ମୁଁ କାହିଁକି କହିବି…
କାହିଁକି ଆଖିଠାର ଦେବି ଯେ
ଏକା ମାଘକୁ ଶୀତ ଯାଏ ନା ବୋଲି
ବରଂ , ତୋର ସେଇ ଦିନ ଗୁଡିକ ନ ଆସୁ
ଯେ ତୁ ବି ଦୁଃଖ ଗଣୁଥିବୁ……
”
164
More oriya quote from Kamlesh Patel
Similar oriya quote from Abstract
Download StoryMirror App