STORYMIRROR
ଅସଲ...
ଅସଲ ଗଣିତ ଏ ମାନ...
ଅସଲ ଗଣିତ ଏ...
“
ଅସଲ ଗଣିତ ଏ ମାନ ଅଭିମାନ
ଭାଗଶେଷ ରହେ ଶୁନ
ମାନେଇ ପାରିଲେ ହୁଏ ହିସାବ ସମାନ
ନ ପାରିଲେ ଆଉ ଗୁଣୁ ।।
ମାନେଇବା ଟା ମାନସାଙ୍କ ସୂତ୍ର
ମଧୁର କଥା ରେ ହୁଏ ସମାଧାନ,
ସମିକରଣର ସରଳ ସୂତ୍ର ଟା
ପ୍ରେମୀକେ ପ୍ରେମ କାବ୍ୟ ପଢି ଜାଣ ।।
@ଶ୍ରୀୟାକାନ୍ତ ପଟ୍ଟନାୟକ
”
434
More oriya quote from Sriya Pattnaik
Similar oriya quote from Abstract
Download StoryMirror App