STORYMIRROR
ଈଶ୍ୱର...
ଈଶ୍ୱର ତୁମେ ମୋର...
ଈଶ୍ୱର ତୁମେ...
“
ଈଶ୍ୱର ତୁମେ ମୋର ନିରାଶ ଭରା ଜୀବନରେ
ଆଶାର ଦୀପାଳି ନେଇ ଆସିଛ ।
ସବୁ ତ ଦେଇଛ
ଆଉ କଣ ମାଗିବି ମୁହଁ ଖୋଲି
ତୁମେ ପରା ମୋ ଅନ୍ତର ପଢି ପାରୁଛ
ଜୀବନରେ ମୋର ଯଦି ବେଦନା
ଦେବାର ଥାଏ।
ମୋ ମନ ପାହାଡ ପରି କର
ଗୋଟେ ବୁନ୍ଦା ଲୁହ ନ ଝରୁ ମୋ ଆଖିରୁ .......। Reeta aparajeeta Mohanty
”
234
More oriya quote from Reeta aparajeeta Mohanty
Similar oriya quote from Abstract
Download StoryMirror App