STORYMIRROR

ବାପା ତୁମେ...

ବାପା ତୁମେ ଦେଇଛ ଜୀବନ ଦେଖାଇଛ ସତ୍ୟର ଦର୍ପଣ ତୁମେ ବିଶାଳ ବରଗଛ ସୁଖେ ଦୁଃଖେ ପାଖେ ପାଖେ ଅଛ ତୁମେ ଅନନ୍ତ ଆକାଶ ଦେଇଛ ଡେଣା ଉଡିବାକୁ ଦୂର ଦେଶ ।।

By Padmalaya Mishra
 490


More oriya quote from Padmalaya Mishra
10 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments
5 Likes   0 Comments

Similar oriya quote from Abstract