STORYMIRROR

ରଜ ସାବିତ୍ରୀ...

ରଜ ସାବିତ୍ରୀ ଫିକା କରିଦେଲା କରୋନା ସାଜି ଅଇରୀ, ଫଟୋ ଧରି ହାତେ ସୁପରି କିଲର ଛକିଛି, ଦେବ ଟି ଜୀବନୁ ମାରି । ମୁହଁରେ ମାସ୍କ୍ ଢାଂକି ଦେଇ ହାତେ ସାନିଟାଇଜର ଦେଲେ ବୋଳି, ଚଖମା ପାଇ ସୁପରି କିଲର ଫେରି ଯିବ କେହି ନାହିଁ ବୋଲି ॥ ...............ଶ୍ରୀୟା ଊବଚ ।

By Sriya Pattnaik
 186


More oriya quote from Sriya Pattnaik
17 Likes   0 Comments
31 Likes   0 Comments
11 Likes   3 Comments
1 Likes   0 Comments