STORYMIRROR
ରଜ...
ରଜ ସାବିତ୍ରୀ ଫିକା...
ରଜ ସାବିତ୍ରୀ...
“
ରଜ ସାବିତ୍ରୀ ଫିକା କରିଦେଲା
କରୋନା ସାଜି ଅଇରୀ,
ଫଟୋ ଧରି ହାତେ ସୁପାରି କିଲର
ଛକିଛି, ଦେବ ଟି ଜୀବନୁ ମାରି ।
ମୁହଁରେ ମାସ୍କ୍ ଢାଂକି ଦେଇ ହାତେ
ସାନିଟାଇଜର ଦେଲେ ବୋଳି,
ଚଖମା ପାଇ ସୁପାରି କିଲର
ଫେରି ଯିବ କେହି ନାହିଁ ବୋଲି ॥
...............ଶ୍ରୀୟା ଊବାଚ ।
”
354
More oriya quote from Sriya Pattnaik
Download StoryMirror App