STORYMIRROR
ମୁଁ...
ମୁଁ ସେଦିନ ପାଖରେ...
ମୁଁ ସେଦିନ...
“
ମୁଁ ସେଦିନ ପାଖରେ ନଥିଲି ବୋଲି
ତମ ନିକଟକୁ ଟାଣି ଆଣିବାକୁ
ବାହାନା ଖୋଜୁଥିଲ କେତେ ,
ଆଜି ପାଖେଇ ଆସିଲି ବୋଲି
ବିବ୍ରତ ଆଳରେ ତମେ
ବାହାନା ଖୋଜୁଛ ପୁଣି
ଦୂରେଇବାକୁ ମୋତେ !
”
130
More oriya quote from Kamlesh Patel
Similar oriya quote from Abstract
Download StoryMirror App