STORYMIRROR
ଲୁହ...
ଲୁହ !
ତମେ ହିଁ ତ...
ଲୁହ !
ତମେ...
“
ଲୁହ !
ତମେ ହିଁ ତ ମୋର ଗୁରୁ ,
ଯେବେ ଦୁର୍ଭାଗ୍ଯ ଓ ଦୁର୍ଲଂଘ୍ଯ
ପରିସୀମାରେ ପାଲଟିଯାଅ ମରୁ ,,
ସେତେବେଳେ ବୁଝିନିଏଁ ମୋ'ରି ଭାଷାରେ
ତୁମକୁ ମୁଁ
ଦଣ୍ଡବତ ହୋଇଯାଏଁ ଅନତି ଦୂରରୁ |
”
142
More oriya quote from Kamlesh Patel
Similar oriya quote from Abstract
Download StoryMirror App