STORYMIRROR
ସ୍ବପ୍ନ ଆଉ...
ସ୍ବପ୍ନ ଆଉ...
ସ୍ବପ୍ନ ଆଉ...
“
ସ୍ବପ୍ନ ଆଉ କଳ୍ପନାକୁ
ପାଥେୟ କରି
କବି ଜୀବନରେ ଯେ
ବେଳେବେଳେ ସୂର୍ଯ୍ଯାସ୍ତ ଘୋଟି ଆସେ ,
ଛଟପଟ ହେଉଥିବା
ପଦ୍ମଗର୍ଭା ଭ୍ରମିତ ଭଅଁର ପରି
ପାଇବାର ଚରମ ଲାଳସେ |
”
203
More oriya quote from Kamlesh Patel
Similar oriya quote from Abstract
Download StoryMirror App