STORYMIRROR
ମଗନ ମନ...
ମଗନ ମନ ତ ଓହରି...
ମଗନ ମନ ତ...
“
ମଗନ ମନ ତ ଓହରି ଆସେ ନା କ୍ଷଣେ
ଦୂର ଦୁର୍ଗମ ଗିରି ପ୍ରାନ୍ତର ଡେଇଁବାକୁ ,
ସମ୍ମୁଖେ ସତେ ବା ସେ କ୍ଷଣ କହୁଛି କାନେ-
ଇଏ ହିଁ ସମୟ ;
ବିଭୋର ବେଳାରେ ଚଳ ଚଂଚଳ ବୁକୁ |
”
196
More oriya quote from Kamlesh Patel
Similar oriya quote from Abstract
Download StoryMirror App