STORYMIRROR
କଣ୍ଟକ...
କଣ୍ଟକ ବନର ମୁନିଆ...
କଣ୍ଟକ ବନର...
“
କଣ୍ଟକ ବନର ମୁନିଆ ମୁନିଆ
ଭେଦର ଦରଦ ତଳେ ,
କେତେ ମିଠା କଥା ସୁଖ ସଉରଭ
ଥିବ ବୋଲି ମନ ଭାଳେ |
ପୁଣି କେତେ କଥା ହସ କିଆରୀ ରେ
ସୁଖ ବୁଣା ମୁହୂରତ ,
ସତେ କି ଫଳିବ ନୂଆ ନୂଆ ଭାବ
ଅନୁରାଗେ ଅବିରତ !!
”
169
More oriya quote from Kamlesh Patel
Similar oriya quote from Abstract
Download StoryMirror App