STORYMIRROR
ଏ ମନ କି ଜାଣେ...
ଏ ମନ କି ଜାଣେ...
ଏ ମନ କି...
“
ଏ ମନ କି ଜାଣେ ହୃଦୟର କଥା ପ୍ରୀତି ଶାଶ୍ବତ କିଆଁ ,
ପ୍ରୀତି କଥା ଯଦି ଏ ମନ କହିବ ପ୍ରୀତି ଯେ କାମୁକ ପଣିଆ |
ମନ ଖାଲି ଜାଣେ ସମ୍ଭୋଗ ଶିରୀ ଏ ପ୍ରୀତିର ଅକ୍ଷର ଦୁଇ ,
ବିନା ସମ୍ଭୋଗରେ ଏମନ ବୁଝଇ ପ୍ରୀତି ମାନେ କିଛି ନାହିଁ |
”
168
More oriya quote from Kamlesh Patel
Similar oriya quote from Abstract
Download StoryMirror App