STORYMIRROR

Sanjay Prusty

Others

3  

Sanjay Prusty

Others

ଯଦି

ଯଦି

1 min
16

ଯଦି ତୁମେ ମୋତେ

ହଜାର ଲୋକଙ୍କ ଭିତରେ

ପସନ୍ଦ କରିନେଲ,

ମୁଁ ମଧ୍ଯ ଶପଥ କରୁଛି,

ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ରେ

କେବେହେଲେ ହଜେଇ ଦେବିନି ତୁମକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍