STORYMIRROR

Sanjay Prusty

Others

3  

Sanjay Prusty

Others

ବର୍ଷା

ବର୍ଷା

1 min
11

ଯେବେଯେବେ ଶ୍ରାବଣ ଆସେ

ଯେବେଯେବେ ବରଷା ବର୍ଷେ

ତମ ଓଦା ସ୍ମୃତି ମୋ ଆଖିରେ ଭାଷେ

ଦେହ ସାରା ମଉଷୁମୀ

ମନ ଯାଏ ଝୁମି ଝୁମି

ସେ ପୁରୁଣା ବର୍ଷାକୁ ଭାରି ତରଷେ ।

ହେ ମେଘମହ୍ଲାରର

ମୟୂରୀ ମେଘ ଆସେ ହେଲେ

ତମେତ ଆସୁନ ମନେରଖି ଚ ନା ଦେଲଣି ପାଶୋରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍