STORYMIRROR

Sanjay Prusty

Others

4  

Sanjay Prusty

Others

ହାତୀ ମାନିଲା ଏଣ୍ଡୁଅ କଥାହାତୀ ଆସୁଥିଲା ଶୁଣ୍ଢ ହଲାଇ ମେ

ହାତୀ ମାନିଲା ଏଣ୍ଡୁଅ କଥାହାତୀ ଆସୁଥିଲା ଶୁଣ୍ଢ ହଲାଇ ମେ

1 min
25


ହାତୀ ଆସୁଥିଲା ଶୁଣ୍ଢ ହଲାଇ ମେଣ୍ଢାପଲ ଦେଖି ଗଲେ ପଳାଇ ନଈରେ ପଶିଲା ହାତୀ, ଶୁଣ୍ଢରେ ତାହାର ପିଚିକାରୀ ମାରି ପାଣିଖେଳେ ଗଲା ମାତି


ହାତୀର ଖେଳ ଖଳକୁ ଏଣ୍ଡୁଅ ଦେଖି କହିଲା ତାହାକୁ ତରାଟି ଆଖି ସନା କରୁଛ ପାଣି, ଜୀବନ ପାଇଁକି ବିପଦ ପଦକୁ ତୁମେ ଡାକୁଅଛ ଜାଣି ଜାଣି 


ଶୁଣ୍ଢକୁ ଉଠାଇ ମୁ ମୁଣ୍ଡ ହଲାଇ ହାତୀ ପଚାରିଲା ଏଣ୍ଡୁଅଭାଇ କହିଲ କହିଲ ମୋତେ, ଜୀବନପାଇଁ ମୁଁ କେଉଁ ବିପଦକୁ ଡାକି ଆଣୁଅଛି ସତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍