STORYMIRROR

Sanjay Prusty

Others

3  

Sanjay Prusty

Others

ତୁମେ ଜେଜେମା’ ର ଶୁଲା ଓଠରୁ ଝରିପଡ଼ୁଥିବା ହସ ମୁଁ ସେ ହସ

ତୁମେ ଜେଜେମା’ ର ଶୁଲା ଓଠରୁ ଝରିପଡ଼ୁଥିବା ହସ ମୁଁ ସେ ହସ

1 min
3

ତୁମେ ଜେଜେମା’ ର ଶୁଲା ଓଠରୁ ଝରିପଡ଼ୁଥିବା ହସ ମୁଁ ସେ ହସ କୁ ଝୁରିହୋଉଥିବା ନାତିଆ ହୃଦୟ ଶୋଷ ତୁମେ ଜେଜେମା' ଶିରାଳ ହାତର ସ୍ନେହଭରା ଟିକେ ଛୁଆଁ ମୁଁ ସେ ଛୁଆଁ କୁ ଖୋଜିବୁଲୁଥିବା ସ୍ନେହ-କାଂଗାଳ ଛୁଆ

ତମେ ଜେଜେମା' ହାତରେ ତିଆରି ଆରିଷା-ପିଠାର ବାସ ମୁଁ ସେ ବାସ କୁ ନିତି ଝୁରୁଥିବା ମିଛମିଛ ଗୋଟେ ହସ ତୁମେ ଜେଜେମା’ ର ଶୁଲା ଓଠରୁ ଝରିପଡ଼ୁଥିବ


Rate this content
Log in