STORYMIRROR

Shibanand Banchhor

Others

2  

Shibanand Banchhor

Others

ତୁମେ

ତୁମେ

1 min
14.7K


ମୋ ପ୍ରେମର ଆଦ୍ୟ ତୁମେ

ଅନ୍ତ ମଧ୍ୟ ତୁମେ

ଜୀବନର କାମ୍ୟ ତୁମେ

ସ୍ଵପ୍ନ ମଧ୍ୟ ତୁମେ ।।

ଜୀବନର ଲକ୍ଷ୍ୟ ତୁମେ

କର୍ମ ମଧ୍ୟ ତୁମେ

ଶରୀରର ପ୍ରାଣ ତୁମେ

ଆତ୍ମା ମଧ୍ୟ ତୁମେ ।।

ହୃଦୟର ବାସ୍ନା ତୁମେ

କାମନା ବି ତୁମେ

ଶରୀରର କ୍ଷୁଧା ତୁମେ

ତୃଷ୍ଣା ମଧ୍ୟ ତୁମେ ।।

ଶିବାନନ୍ଦ ବନଛୋର

ଅଞ୍ଚଳ ମହାବିଦ୍ୟାଳୟ ,ପଦ୍ମପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍