STORYMIRROR

Susanta kumar Patra

Others Romance

4.8  

Susanta kumar Patra

Others Romance

ତୁମେ ଗଲା ପରେ

ତୁମେ ଗଲା ପରେ

1 min
13.8K


ତୁମେ ଗଲା ପରେ

ତୁମେ ଆସିଥିଲ,ବୁଲି ଚାଲିଗଲ,

ଛାଡି ଦେଇ ଗଲ ଯନ୍ତ୍ରଣା

ସେଇ ଯନ୍ତ୍ରଣାରେ ଛଟପଟ ମୋ ଶରୀର ଆଉ ପ୍ରାଣ |

ତୁମର ପ୍ରଥମେ ସ୍ପର୍ଶରେ ମନ ହେଲା ବ୍ୟାକୁଳିତ,

ଶରୀରରେ ଉଷ୍ଣତା ହେଲା ଜାଗ୍ରତ,

ବହୁତ ଦିନର ଅପେକ୍ଷା ହେଲା ଅନ୍ତ,

ମୋର ମନ ପ୍ରାଣ ଓ ହୃଦୟ ହେଲେ ପ୍ରୀତ|

ଧୀରେ ଧୀରେ ତୁମର ସ୍ପର୍ଶ ଦେଲା ଆଘାତ,

ଆଖିରୁ ଝରିଲା ଲୁହ ଅବିରତ,

ଶରୀର ହେଲା ଦୃବଳ ତ,

ଭୋକରେ ରହିଲେ ମୋର ପରିବାର ତ,

ତୁମେ ଗଲା ପରେ ମିଳିଲା ସାହାଯ୍ୟ ସତ,

କିନ୍ତୁ ମୁଁ ନିଶ୍ବ ହୋଇଗଲି ସବୁ ଦିନ ପାଇଁ ତ|

ତୁମେ ଗଲା ପରେ |

ସୁଶାନ୍ତ କୁମାର ପାତ୍ର

ଦରପଦା, ନୟାଗଡ


Rate this content
Log in