STORYMIRROR

pratap nayak

Others

2  

pratap nayak

Others

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
14.7K


ସଂଦେହ ଘେରରେ ତୁମେ ଆଉ ମୁଁ

ଅାମ ଚୁପି ଚୁପି କଥା

ଆମ ହୃଦୟର ଭାଷାକୁ

ପରଖନ୍ତି ସେମାନେ......

ଆମ ଚାଲି ଚଳନ,

ଗତିବିଧି ଅବା ଶରୀରର ପରିବର୍ତ୍ତନକୁ

ଲକ୍ଷ୍ୟ କରନ୍ତି.....

ହସିଲେ କାରଣ ରୁଷିଲେ କାରଣ

କହିଲେ କାରଣ .....

ନଦେଖିଲେବି କାରଣ......

ଗଡଗଡଉ ଥାଏ ବିଚ୍ ରାସ୍ତାରେ......

ତୁମକୁ ମତେ ଛାଡି

ହୁଅନ୍ତି ପଚରାପଚିରି ସମସ୍ତେ.....

ହେଲେ ତୁମେ ମତେ କଣ ପଚାର

ମୁଁ ବି ତୁମକୁ ?

ଆମ ଛଡା ଯାଣିବାକୁ ଜୁ ଅଛି କାହାର......

ତୁମେ ଅନନ୍ତ ମୁଁ ସିମୀତ

ତୁମେ ସର୍ବବ୍ୟାପି ମୋର ନାହିଁ ସ୍ଥିତି

ତୁମେ ଅଖଣ୍ଡମଣ୍ଡଳାକର.....

ମୁଁ ଏକ ଗୋଲାକାର ଶୀତଳ ମେରୁର

ଅନାସକ୍ତ ଗୋଲକ

ବୁଝିବାକୁ ଯୁଝିବାକୁ ଶକ୍ତି ଅଛି କାହାର.....


ପ୍ରତାପ ନାୟକ

୭୦୦୮୦୫୪୨୮୨



Rate this content
Log in