STORYMIRROR

Ranita Swain

Others

2  

Ranita Swain

Others

ତୁମ ସହର ମୋ ଗାଆଁ

ତୁମ ସହର ମୋ ଗାଆଁ

1 min
13.7K


ତୁମ ସହରଟା ବହୁତ ଚାକଚକ୍ୟ ସିନା

ମୋ ଗାଁ କିନ୍ତୁ ଖୁବ୍ ସୁନ୍ଦରୀ

ତୁମ ସହରକୁ ନେଇ ଥରେ ଆମ ଗାଁକୁ ଆସ

ଯଦି ସେ ସହରଟା

ମୋ ଗାଁ ପ୍ରେମରେ ନ ପଡିଛି,

ତାହେଲେ ମୋତେ କହିବ

ତୁମେ ଡରି ଗଲ କି?

ହା ହା,,,ଶୁଣ

ମୋ ଗାଁ ଝିଅ ମାନେ ବି ଭାରି ଚୁଲୁବୁଲି

କିଏ ଜାଣେ ତୁମେ ବି ଅଟକି ଯାଇ ପାର

ସବୁ ଦିନ ପାଇଁ।

ରନିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍