Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Nayak

Others

3  

Sabita Nayak

Others

ତୁମ ପାଖେ ଯାଉ ଜୀବ

ତୁମ ପାଖେ ଯାଉ ଜୀବ

1 min
217


ମାଧବ ହେ ମାଧବ ମାଧବ ହେ ମାଧବ 

ଆଉ କିଛି ମୋର ଅଭିଳାଷ ନାହିଁ 

ତୁମ ପାଖେ ଯାଉ ଜୀବ।


ସବୁ ତ ଦେଇଛ ଯାହା ଦେବା କଥା

ଅଭିଯୋଗ ମୋର ନାହିଁ 

ଯାହା ମୁଁ ମାଗିଛି ସବୁ ତ ପାଇଛି 

ଆଉ କିଛି ଲୋଡାନାହିଁ। 


ତୁମେ ଅପ୍ରାପ୍ତିର ପ୍ରାପ୍ତି ହେ ମାଧବ 

ବୁଝିଗଲି ଆଜି ମୁହିଁ 

ତୁମରି ଶରଣେ ଯିବାକୁ ମାଧବ

ବସିଅଛି ମନ ଚାହଁ ।


କୋଳେଇ ନିଅହେ ବିଶାଳ ବାହୁରେ 

ତୁମେ ହିଁ ପରମ ଶାନ୍ତି 

ତୁମଠାରୁ ଆଉ ଅଛି କେ ନିଜର 

ତୁମ ନାମ ମୋର ତୃପ୍ତି 



Rate this content
Log in