ତୃତୀୟ ନବରାତ୍ରୀ
ତୃତୀୟ ନବରାତ୍ରୀ
1 min
180
ତୃତୀୟ ସ୍ବରୂପ ଚନ୍ଦ୍ରଘଣ୍ଟା ରୂପ
ନାଶି ଅହଙ୍କାର ନାଶିବେ ଦୁର୍ବୁତ୍ତ
ଶକ୍ତି ସ୍ୱରୂପିଣୀ ଦରପ ଦଳିନୀ
ସିଂହବାହିନୀ ମା ଅସୁର ନାଶିନୀ
ସେ ଯେ ନାରାୟଣୀ ଜଗତ ଜନନୀ
ଫେଡିବେ ଯାତନା ହୋଇ ସଂହାରିଣୀ
ଧରିଥିବେ ହସ୍ତେ ଅସ୍ତ୍ର ଶସ୍ତ୍ର ଯେତେ
ଉଗ୍ର ରୂପି ହୋଇ ଆସିବେ ହୈରତେ।