STORYMIRROR

Pinku Ranbida

Others

3  

Pinku Ranbida

Others

ସୁନାର୍ ଚେନ୍

ସୁନାର୍ ଚେନ୍

1 min
180

ଝୁମୁରା ନାଇନ ଆଖିଥି ମୋର୍

ଚେହେରା ସୋର୍ ଲାଗୁଛେ ତୁମର୍

ସାନିଘାଟି ହେଇଛେ ତୁମର୍ କଥା ଭାଲି

ମନ୍ ଭିତିରର୍ ଜୁଏଁ ଯାଉଛେ ଜଲି ।।


ମନର୍ କଥା କହେମି କାହାକେ

କିଏଁ ବୁଝି ନାଇପାରେ ମନର୍ କଥାକେ

ତୁମେ ହେଇଥିଲ ଜୀବର୍ ଧନ

ତୁମର୍ ଲାଗି ଦେଖିଥିଲି କେତେ ସପନ ।।


ସପନ ଆଜି ଚୁନା ହେଇଗଲା

ଦେଇଥିଲି ଯେନ୍'କଥା ମାଟି ମିସିଗଲା

ତୁମର୍ ବାର୍ଥ'ରେ କହିଥିଲି ଯେନ୍

ପିନ୍ଧାମି ତମର୍ ବେକେ ସୁନାର ଚେନ୍ ।।


ଚେନ୍ କାଣା ପିନ୍ଧାମି ତମ୍'କେ ଧନ

ଭୁକେ ରହୁଛେ ଇନ,ସେନ

ପଏସା କମେଇ ଆସିଥିଲି ବାହାର୍'କେ

ଇ ବଛର୍ ଉପହାର୍ ଦେମି ଭାବିକରି ତମ୍'କେ ।।


ତମ୍'କେ ଦେଇଥିବାର୍ କଥାକେ

ପୁରା କରି ନାଇଁ ପାରେ ଇ ବଛର୍'କେ

ମାଫି ମାଗୁଛେ ମାଫ୍ କରିଦେବ

ମୋର୍ ମନର୍ କଥାକେ ଟିକେ ବୁଝିବ ।।


କରୋନା ଭାଙ୍ଗିଦେଲା ସପନ୍ ସଭୁ

ତମ୍'କୁ ଦେଇଥିଲି ଯେନ୍ କଥା କେଭି

ସବୁକିଛି ନାରଖାର୍ ହେଇଗଲା

କରୋନା ବେମାର୍ ମତେ ଆଏଜ୍

ତମର୍ ଆଗାଡେ ହିନିସ୍ତା କରିଦେଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍