Nrusingha Panigrahi
Others
ଧୂଆଁ ନିଆ ନୁହଁ ଛୋଟିଆ ନିଶା
ଧିରେ ଧିରେ କରି ଟାଣି ପଇସା ।
ଦେଖିବାକୁ ମିଳେ କେତେକ ରୋଗ
ସତର୍କ ରୁହନ୍ତୁ ତୁମ ମଙ୍ଗଳ ହେବ ।
ଜୀବନ ଜାତକ କି ନୁହେଁ ପସନ୍ଦ
ଧୂଆଁ କାଇ ପାଇଁ କର ଯେ ତୁମେ ।
ସତର୍କ ରୁହ ଏଇ ନିଶା ଧୁଆଁ କୁ
ନିଜକୁ ବଞ୍ଚାଅ ଆଉ ବି ଅନ୍ୟମାନଙ୍କୁ ।
ମୋ ବାପୁ
ଆଜି ପରା ସାବିତ...
ଭାନଗଡ଼ର ଯାତ୍ରା
ନିଶା
ପଥ
ହେ ମୋ ରାଣୀ
ରଜ
ନୃସିଂହ ଚତୁର୍ଦ...
ସ୍ବାଧିନ ଭାରତ
ଅକୁହା କଥାରେ କ...