Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR. Sushree sangita Swain

Others

3  

DR. Sushree sangita Swain

Others

ସ୍ଥିତପ୍ରଜ୍ଞା

ସ୍ଥିତପ୍ରଜ୍ଞା

1 min
11.3K


ମନୀଷା ର ସୀମାନ୍ତ ରେ ବସି

ସାମ୍ନା କରିବାକୁ ଚେଷ୍ଟା କରେ

ଯାହା ସବୁ ନୁହେଁ ଅନୁଭବ ସିଦ୍ଧ

ଏବେ ସେ ପଥର ପାଲଟିଛି,

ସୁଖକୁ ଡାକୁନି ହାତ ଠାରି

ଛାଡୁନାହିଁ ଦୀର୍ଘ ଶ୍ଵାସ

ଦୁଃଖ ନଦୀ ତୀରେ ବସି ।

ଜୀତେନ୍ଦ୍ରିୟ ସାଜିଛି ସେ ଦିନୁ

ଧରାବନ୍ଧା ନୀତି ରୂପେ ।

ଆକାଶ ରେ ଚନ୍ଦ୍ରନିତି ଆତଯାତ

ସବୁ କିଛି ବ୍ୟତିକ୍ରମ କରି

ସେ କିନ୍ତୁ ବଦଳିଛି

ପାଲଟିଛି ସ୍ଥିତପ୍ରଜ୍ଞା

ସୁଖ ଦୁଃଖ ସମାନ ତା ପାଇଁ

ବେରଙ୍ଗ ଜୀବନେ ତାର

ନାହିଁ ସୁର୍ୟୋଦୟ ।



Rate this content
Log in